ଶ୍ରମିକଙ୍କ ରେସକ୍ୟୁ ପାଇଁ ଚାଲିଛି ଅନେକ କାଣ୍ଡ

ଗତ ୫ ଦିନ ହେଲା ଉତ୍ତରଖଣ୍ଡ ର ଉତ୍ତରକାଶୀ ତନେଲ ଠାରେ ଫସିଛଞ୍ଚି ୪୦ ଜଣ ଶ୍ରମିକ । ସେଠୀ ମଧ୍ୟରୁ ୫ ଜଣ ଓଡିଆ ଶ୍ରମିକ ଅଛନ୍ତି । ଶ୍ରମିକଙ୍କ ରେସକ୍ୟୁ ପାଇଁ ଲାଗିବା ଆହୁରି ୫୦ ଘଣ୍ଟା

ଶ୍ରମିକଙ୍କ ରେସକ୍ୟୁ ପାଇଁ ଆମେରିକା ଋ ଅଣାଯାଇଛି ଡ୍ରିଲ ମେଶିନ

ଶ୍ରମିକ ମାନଙ୍କର ଭାଙ୍ଗି ଯାଉଛି ଧର୍ୟ ଏବଂ ସୁଡଙ୍ଗ ତଳେ ଚାଲିଛି ସଂଘର୍ଷ । ଜୀବନ ବଞ୍ଚାଇବାକୁ ଚାଲିଛି ସବୁବେଳେ ଉଦ୍ୟମ ରେସକ୍ୟୁ ପାଇଁ ଦିଲ୍ଲୀ ଋ ଆମେରିକା ର High ପାୱାର ଡ୍ରିଲ ମେଶିନ ଅଣାଯାଇ ତୂଣନେଲ ଭିତରେ ଫିଟ କରାଯାଇଛି । ଉଦ୍ଧାର କାର୍ଯ ରେ ଜଟିଳ ଦେଖାଦେଉଥିବାରୁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ରାଜ୍ୟ ସରକାର । ଭୁସ୍କଳନ ଯୋଗୁ ଶ୍ରମିକ ମାନଙ୍କ ସମସ୍ୟା ବାଢି ଯାଇଛି ସେଥିପାଇଁ ଉଦ୍ଧାରକାରୀ ମାନେ ବହୁ ସମସ୍ୟାର ସମ୍ମୁଖିନ୍ନ ହେଉଛନ୍ତି । ଗତ ୫ ଦିନ ହେଲା ଟନେଲ ଭିତରେ ଫସିଥିବା ଶ୍ରମିକ ମାନଙ୍କର ମାନସିକ ସ୍ଥିତି କୁ ଦୃଢ କରିବା ପାଇଁ ଲଗାତାର walkie Talkie ଶାଃଜୟରେ ବିଶେଷଜ୍ଞ ମାନେ କଥାହେଉଛନ୍ତି । ୬୦ ମିଟର ଧାସିଥିବା ବେଳେ ୨୦ ମିଟର ମାଟି ଖୋଲା ଯାଇକି ।

ଶ୍ରମିକମାନଙ୍କ ରେସକ୍ୟୁ ପାଇଁ ଯୋଜନା ଚାଲିଛି

ଶ୍ରମିକ ମାନଙ୍କର ରେଶକୁଏ ପାଇଁ ବିଭିନ୍ନ ପ୍ରକାର ଯୋଜନା ଚାଲିଛି ସେଥିମଧ୍ୟରୁ ପାଇପ ସାହାଜ୍ୟରେ ଉଦ୍ଧାର କାର୍ଯ ସଫଳ ହେଇପାରୁନାହି । ଶ୍ରମିକ ମାନଙ୍କୁ ବାହାରକୁ ଆଣିବାପାଇଁ ଆହୁରି ୫୦ ଘଣ୍ଟା ଲାଗିବା ବୋଲି NHR ନିର୍ଦେଶକ ଅଂଶୁମଣି । ସେପଟେ କେନ୍ଦ୍ର ମନ୍ତ୍ରୀ ପହଞ୍ଚିବା ସହ ଅନୁଧ୍ୟାନ କରିଛନ୍ତି ଅବଂ ସବୁ ଏଜେଂସି ସହିତ କଥା ହେଉଛନ୍ତି ଯେଉଥିପାଇଁ ଯେତେ ଶିଗ୍ର ଶ୍ରମିକ ମାନଙ୍କୁ ବାହାରକୁ ଅଣାଯାଇପାରିବା ।

ପଶିଥିବା ଶ୍ରମିକମାନକ ପାଇଁ ଟିଉବ ଶାହାଜ୍ୟରେ ଅକ୍ସିଜେନ ,ପାଣି ,ଖାଦ୍ୟ ପ୍ଯାକେଟ ଅବଂ ମେଡିସିନ ର ବନ୍ଦୋବସ୍ତ କରାଯାଇଛି ଅବଂ ସମାନଙ୍କୁ ପ୍ରଦାନ କରାଯାଉଛି ଟ ସହିତ ବାରମ୍ବାର ସୁରସକ୍ଷିତ ଅଛନ୍ତି କି ନାହି ପଚରା ଯାଇଛି କିନ୍ତୁ ଉଦ୍ଧାର କାର୍ଯ ବିଳମ୍ବ ହେବ ଯୋଗୁ ଶ୍ରମିକ ମାନେ ଧରଜ୍ୟ ହରାଇ ବସୁଛନ୍ତି । ରେଶକୁଏ ରେ ସାମିଲ ହେଇଛନ୍ତି ଝାଡ଼ଖଣ୍ଡ ଆଣ୍ଡ ଉତ୍ତରଖଣ୍ଡ ଟିମ ୪୦ ଶ୍ରମିକ ମାନଙ୍କ ମଧ୍ୟରୁ ଓଡ଼ିଶା ଋ ଅଛନ୍ତି ୫ ଜଣ ଶ୍ରମିକ । ଉଦ୍ଧାର କାର୍ଯ ରେ ବିଳମ୍ବ ହେଇଥିବାରୁ ଟୁନେଲ ଭିତରେ ଫସିଥିବା ଶ୍ରମିକ ମାନଙ୍କ ର ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଶ୍ରମିକ ମାନଙ୍କ ଉଦ୍ଧାର ପାଇଁ ନିମ୍ନଲିଖିତ ସେନା କାମକରୁଛନ୍ତି

୧. NDRF ୨. ଈତବପ୍

Leave a comment

दिल के दौरे के लक्षण दिए गए हैं