VK Pandian (ଭି କାର୍ତିକେୟ ) ଯିଏ ତାମିଲନାଡୁ ରେ ୨୯ ମେ ୧୯୭୪ ରେ ଜାନ୍ମ ଗ୍ରହଣ କରିଥିଲେ ଅବଂ ୧୯୯୯ ବ୍ୟାଚ୍ ରେ ଆଇଏଏସ୍ ଅଧିକାରୀ, ଭାବରେ କାର୍ଯ କରୁଥିଲେ ତା ସହିତ ବିଜୁ ପଟ୍ଟନାୟ କଂ ବ୍ୟକ୍ତିବାତ ସଚିବ ତଥା ଓଡ଼ିଶା ସରକାରଙ୍କ ପରିବର୍ତ୍ତନ ଏବଂ ପଦକ୍ଷେପ ଗୁଡିକର ସଚିବ ଭାବରେ କାର୍ଯ କରୁଥିଲେ ତାଙ୍କ ଦ୍ବାରା ଅନେକ ବିବାଦ ସୃଷ୍ଟି ହୋଇଥିଲା ଏବଂ ସେବା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା, ସେ ଅହି ବର୍ଷ ଅକ୍ଟୋବର 23 ରେ ସରକାରୀ ସେବାରୁ ସ୍ବେଚ୍ଛାକୃତ ଭାବରେ ଅବସର ନେଇଥିଲେ।
ଓଡ଼ିଶା ରାଜନୀତିରେ VK Pandian ଙ୍କ ଯୋଗଦାନ ….
ଓଡିଶା ରାଜନୀତିରେ VK Pandian ଙ୍କ ର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହାତ ରହିଛି ବିକାଶରେ ସେ ସୋମବାର ଦିନ ବିଜୁ ଜନତା ଦଳ ର ଅଭିକାରୀ ଭାବେ ଯୋଗ ଦେଇଥିଲେ। 49 ବର୍ଷୀୟ ପୂର୍ବତନ ଅମଲାତନ୍ତ୍ର ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ୧୯୯୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ, ଯିଏ ଅନେକ ବିବାଦ ସୃଷ୍ଟି କରିଥିଲେ ଏବଂ ସେବା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା, ସେ ଚଳିତ ବର୍ଷ ଅକ୍ଟୋବର 23 ରେ ସରକାରୀ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ।
VK Pandian ଙ୍କ ବିଷୟରେ କିଛି କଥା ॥
ପଣ୍ଡିଆନ ୧୯୯୯ ରେ ଆଇଏଏସ ରେ ଯୋଗ ଦେଇଥିଲେ | ୨୦୦୨ ରେ ସେ ଧର୍ମଗଡ sub -collector ଭାବରେ ନିଯୁକ୍ତି ହୋଇଥଲେ | ମୟୂରଭଞ୍ଜ ଅବଂ ଗଞ୍ଜାମର ସଂଗ୍ରହକାରୀ ଭାବରେ କାର୍ଯ କରିବା ପରେ ସେ ୨୦୧୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତଗତ ସଚିବ ଭାବରେ ଯୋଗ ଦେଇଥିଲେ | ସେ ୨୦୨୩ ପଜୟନ୍ତ ଅହି ପଦବୀରେ ରହିଥିଲେ |
୨୦୨୩ ମସିହାରେ ସେ ସ୍ବଇଚ୍ଛାରେ ସେବାରୁ ଅବସର ନେଇଥିଲେ | ପରେ ପଣ୍ଡିଆନ 5T (ସ୍ବଚ୍ଛତା ,ପ୍ରଯୁକ୍ତି ବିଦ୍ୟା ,ଦଳ କାର୍ଯ ,ସମୟ ଏବଂ ପରିବତ୍ତନ )ପଦକ୍ଷେପରେ କ୍ୟାବିନେଟ ମନ୍ତ୍ରୀ ପଦବୀରେ ଅବଷ୍ଟପିତ ହୋଇଥିଲେ |27 ନଭେମ୍ବର 2023 ରେ ପଣ୍ଡିଆନ ବିଜୁ ଜନତା ଦଳ ର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପାସ୍ତିତିରେ ଯୋଗ ଦେଇଥିଲେ |
Hello, I would like to subscribe for this webpage to obtain hottest updates, therefore where can i do it please help out.